ବଡ଼ଦିନରେ ପିଲାଙ୍କୁ ମାଂସ ଖୁଆଇବାରୁ କର୍ଣ୍ଣାଟକର ବାଗଲକୋଟ୍‌ ସ୍କୁଲ୍‌ରେ ପଡ଼ିଲା ତାଲା

ବେଙ୍ଗାଲୁରୁ: ବଡ଼ଦିନ ପାଳନ ଅବସରରେ ଶିକ୍ଷାର୍ଥୀମାନଙ୍କୁ ମାଂସ ପରିବେଷଣ କରିଥିବା ହେତୁ କର୍ଣ୍ଣାଟକର ବାଗଲକୋଟ୍‌ ଜିଲ୍ଲା ଅନ୍ତର୍ଗତ ଇଲ୍‌କାଲ୍‌ରେ ଥିବା ସେଣ୍ଟ୍‌ ପଲ୍‌ ସ୍କୁଲ୍‌ ବନ୍ଦ କରିଦେବାକୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଦେଶ ଦେଇଛନ୍ତି। ସ୍କୁଲ୍‌ କର୍ତ୍ତୃପକ୍ଷଙ୍କ ପ୍ରତି ଲିଖିତ ଚିଠିରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲେଖିଛନ୍ତି, ଉତ୍ସବ ପାଳନ ଅବସରରେ ଆପଣମାନେ ମାଂସ ପରିବେଷଣ କରିଥିବା ଖବର ଆମେ ପାଇଛୁ। ଏହା ଶିକ୍ଷା ବିଭାଗ ଏବଂ ସର୍ବସାଧାରଣରେ ଅସନ୍ତୋଷର … Continue reading ବଡ଼ଦିନରେ ପିଲାଙ୍କୁ ମାଂସ ଖୁଆଇବାରୁ କର୍ଣ୍ଣାଟକର ବାଗଲକୋଟ୍‌ ସ୍କୁଲ୍‌ରେ ପଡ଼ିଲା ତାଲା